ANNUAL FESTIVAL

                          ଉତ୍କଳ ସାଂସ୍କୃତିକ ସମାଜବିଶାଖାପାଟଣI

    ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ୨୦୨୦-୨୦୨୧
 ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧









ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧
ମହାବିଷୁବ ପଣାସଂକ୍ରାନ୍ତି ୧୩/୦୪/୨୦୨୦ ସୋମବାର ଗଜଲକ୍ଷ୍ମୀପୂଜା (କୁମାର ଉତ୍ସବ) ୩୧/୧୦/୨୦୨୦ ଶନିବାର
ଅକ୍ଷୟତୃତୀୟା ଓ ରଥକାର୍ଯ୍ୟ ଅନୁକୂଳ   ୨୬/୦୪/୨୦୨୦ ରବିବାର ଦୀପାବଳୀ ଉତ୍ସବ (ଦୀପଦାନ) ପୟା ଶ୍ରାଦ୍ଧ ୧୪/୧୧/୨୦୨୦ ଶନିବାର
ଦେବସ୍ନାନ ପୁର୍ଣିମା ୦୫/୦୬/୨୦୨୦ ଶୁକ୍ରବାର ମାର୍ଗଶିର ମାସ ଗୁରୁବାର ଓ ଶ୍ରାବଣ ମାସ ଶୁକ୍ରବାର କୁଙ୍କୁମ ପୂଜା
ଶ୍ରୀଜିଉଙ୍କର ନେତ୍ରୋତ୍ସବ।                         ୨୦/୦୬/୨୦୨୦           ଶନିବାର


ନବଯୌବନ ଦର୍ଶନ ୨୧/୦୬/୨୦୨୦ ରବିବାର ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧
ଶ୍ରୀଜିଉଙ୍କର ଉଭାଯାତ୍ରା ୨୨/୦୬/୨୦୨୦ ସୋମବାର ସାବିତ୍ରୀ ବ୍ରତ ପୂଜା ୨୨/୦୫/୨୦୨୦ ଶୁକ୍ରବାର
ଶ୍ରୀଗୁଣ୍ଡିଚା ରଥଯାତ୍ରା ୨୩/୦୬/୨୦୨୦ ମଙ୍ଗଳବାର ବିମଳାଦେବୀଙ୍କର ଶାରଦୀୟ ନବରାତ୍ର ୧୭/୧୦/୨୦୨୦ ଶନିବାର
ହେରାପଞ୍ଚମୀ ୨୭/୦୬/୨୦୨୦ ଶନିବାର ଠାରୁ ୨୫/୧୦/୨୦୨୦ ରବିବାର
ଶ୍ରୀଗୁଣ୍ଡିଚା ବାହୁଡା ଯାତ୍ରା ୦୧/୦୭/୨୦୨୦ ବୁଧବାର ଦୂର୍ଗାପୂଜା ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ୨୩/୧୦/୨୦୨୦ ଶୁକ୍ରବାର ଠାରୁ
ବଳଭଦ୍ର ଜନ୍ମ-ଗହ୍ମାପୁର୍ଣିମା ୦୩/୦୮/୨୦୨୦ ସୋମବାର ୨୬/୧୦/୨୦୨୦ ସୋମବାର ପର୍ଯ୍ୟନ୍ତ
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୧୧/୦୮/୨୦୨୦ ମଙ୍ଗଳବାର ଶ୍ରୀ ବାସନ୍ତିକ ଦୁର୍ଗାପୂଜା ଯୋଗମାୟାପୂଜା ୨୦/୦୪/୨୦୨୧ ମଙ୍ଗଳବାର
କାର୍ତ୍ତିକ ପୁର୍ଣିମା ( ରାସ ପୁର୍ଣିମା) ୩୦/୧୧/୨୦୨୦ ସୋମବାର


ଦେବ ଦୀପାବଳୀ ଉତ୍ସବ(ତିନିଦିନ) ୧୩/୧୨/୨୦୨୦ ରବିବାର ଶିବ( କାଶୀ ବିଶ୍ଵନାଥ) ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧
  ୧୪/୧୨/୨୦୨୦  ସୋମବାର ଶିବ ବିବାହ ଉତ୍ସବ(ଶୀତଳ ଷଷ୍ଠୀ) ୨୭/୦୫/୨୦୨୦       ବୁଧବାର
  ୧୫/୧୨/୨୦୨୦ ମଙ୍ଗଳବାର ମହାଶିବରାତ୍ରି  ୧୧/୦୩/୨୦୨୦       ଗୁରୁବାର
ଶ୍ରୀଜିଉଙ୍କର ଶ୍ରାଦ୍ଧବେଶ                             ୧୪/୧୨/୨୦୨୦        ସୋମବାର


ଓଢଣ ଷଷ୍ଠୀ (ଘୋଡ ଲାଗି)     ୨୦/୧୨/୨୦୨୦           ରବିବାର ଶ୍ରୀଗଣେଶ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୨୦-୨୦୨୧
ମକରସଂକ୍ରାନ୍ତି (ପୋଙ୍ଗଲ) ୧୪/୦୧/୨୦୨୧        ଗୁରୁବାର ଶ୍ରୀ ଗଣନାଥ ପୂଜା ( ଗଣେଶ ଚତୁର୍ଥୀ) ୨୨/୦୫/୨୦୨୦ ଶୁକ୍ରବାର
ଦୋଳ ପୁର୍ଣିମା (ଶ୍ରୀଚୈତନ ଜନ୍ମ) ୨୮/୦୩/୨୦୨୧            ରବିବାର ଶ୍ରୀ କାର୍ତ୍ତିକେଶ୍ଵର ( ସୁବ୍ରମନ୍ୟୁମ ସ୍ଵାମୀ) ଅଭିଷେକ ପୂଜା ପ୍ରତ୍ୟେକ ମଙ୍ଗଳବାର
ଶ୍ରୀରାମ ନବମୀ ୨୧/୦୪/୨୦୨୧      ବୁଧବାର ଶ୍ରୀ ହନୁମାନଙ୍କର ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଅଭିଷେକ ସିନ୍ଦୁର ପୂଜା






ଅନ୍ୟାନ୍ୟ  ପର୍ବପର୍ବାଣୀ ୨୦୨୦-୨୦୨୧
### ଶ୍ରୀ ଜଗନ୍ନାଥମନ୍ଦିରର ପ୍ରତିଷ୍ଠା ଦିବସ - ଫାଲଗୁନ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ୧୪/୦୨/୨୦୨୧ ରବିବାର
###ଲକ୍ଷ୍ମୀ ଓ ବିମଳା ମନ୍ଦିରର ପ୍ରତିଷ୍ଠା ଦିବସ - ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ୧୮/୦୩/୨୦୨୧ ଗୁରୁବାର
###ଶିବମନ୍ଦିରର ପ୍ରତିଷ୍ଠା ଦିବସ - ମାଘମାସ ଶୁକ୍ଳପକ୍ଷ ଦଶମୀ ତିଥି  ୨୩/୦୧/୨୦୨୧  ଶନିବାର
###ଗଣେଶ, କାର୍ତ୍ତିକ ଏବଂ ହନୁମାନ ମନ୍ଦିରର ପ୍ରତିଷ୍ଠା ଦିବସ – ବୈଶାଖ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ୩୦/୦୪/୨୦୨୦ ଗୁରୁବାର
***ଆକାଶଦୀପ ପ୍ରଜ୍ଜଳନ ଶ୍ରୀ ଜଗନ୍ନାଥ ମନ୍ଦିରର ସମୁଖରେ କୁମାର ଉତ୍ସବ ପରଦିନ ଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ I
***ପ୍ରତ୍ୟେକ ଇଂରାଜୀ ମାସର ଦ୍ଵିତୀୟ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ, କୀର୍ତ୍ତନ ଏବଂ ପ୍ରସାଦସେବନର ବ୍ୟବସ୍ଥା ରହିଛି I
***ପ୍ରତ୍ୟେକ ଇଂରାଜୀ ମାସର ଚତୁର୍ଥ ଶନିବାର ଦରିଦ୍ର ନାରାୟଣ ସେବାର ବ୍ୟବସ୍ଥା ରହିଛି I

.....